Seven by-elections have been held in the state in five years।। ୫ ବର୍ଷରେ ରାଜ୍ୟରେ ହୋଇଛି ୭ ଉପନିର୍ବାଚନ

୫ ବର୍ଷରେ ରାଜ୍ୟରେ ହୋଇଛି ୭ ଉପନିର୍ବାଚନ । ୨୦୧୯ରୁ ୨୦୨୪ ମଧ୍ୟରେ ୭ଟି ଉପନିର୍ବାଚନ ହୋଇଥିଲା ଯେଉଁଥିରେ ୬ଟି ବିଜେଡି ଓ ଗୋଟିଏରେ ବିଜେପି ଜିତିଥିଲା। ସବୁ ଉପନିର୍ବାଚନରେ ଦିବଂଗତ ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କୁ ହିଁ ପ୍ରାର୍ଥୀ କରାଇଥିଲେ। ଏହି ବିଜୟ ବ୍ୟବଧାନ ଥିଲା ସର୍ବକାଳୀନ ରେକର୍ଡ ୨୦୨୦ ମସିହାରେ ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ଉପନିର୍ବାଚନ ହୋଇଥିଲା। ଏଠାରେ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଆଉ … Continue reading Seven by-elections have been held in the state in five years।। ୫ ବର୍ଷରେ ରାଜ୍ୟରେ ହୋଇଛି ୭ ଉପନିର୍ବାଚନ