ସଭାପତିଙ୍କ ନିର୍ବାଚନକୁ ଆସିଲେନି ବରିଷ୍ଠ: ଏବେ ବିସ୍ଫୋରଣକୁ ଅପେକ୍ଷା

ଗୋଷ୍ଠୀ କନ୍ଦଳ ଓ ବିବାଦ ବିଜେଡିର ପିଛା ଛାଡ଼ୁ ନାହିଁ। ଆଜି ସଭାପତିଙ୍କ ନିର୍ବାଚନରେ ବି ନେତାମାନଙ୍କ ଆଚରଣ ଏହି ବିବାଦକୁ ଆହୁରି ଉତ୍କଟ କରିଛି। କାରଣ ବିଜେଡିରେ ପୁଣିଥରେ ସଭାପତି ଆସନ ଅଳଂକୃତ କରି ନବୀନ ପଟ୍ଟନାୟକ ଦଳରର କର୍ମୀଙ୍କୁ ଦଳର ସମ୍ପତ୍ତି ବୋଲି କହୁଥିବାବେଳେ ଅନେକ ବରିଷ୍ଠ ନେତା ଓ ସାଂସଦଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଛି। ନୂତନ ଭାବେ ସଭାପତି ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ନ ଆସି ସେମାନେ ଏକ … Continue reading ସଭାପତିଙ୍କ ନିର୍ବାଚନକୁ ଆସିଲେନି ବରିଷ୍ଠ: ଏବେ ବିସ୍ଫୋରଣକୁ ଅପେକ୍ଷା