ଓଡ଼ିଶାରେ ଯୁବତୀ ଏବଂ ମହିଳାମାନଙ୍କ ପୋଡି ଆଉ ଆତ୍ମହତ୍ୟା କରିବାର ଅନେକ ମାମଲା ସାମ୍ନାକୁ ଅସୁଥିବା ମଧ୍ୟରେ, ରାଜ୍ୟ ସରକାର ପୋଲିସକୁ ମହିଳାମାନଙ୍କ ଅଭିଯୋଗ ସମୀକ୍ଷା କରିବାକୁ ଏବଂ ସକ୍ରିୟ ପଦକ୍ଷେପ ନେବାକୁ କହିଛନ୍ତି। ଜୁଲାଇ ୧୨ ତାରିଖରେ, ବାଲେଶ୍ୱର ଏଫଏମ କଲେଜର ୨୦ ବର୍ଷୀୟା ଛାତ୍ରୀ ପ୍ରଫେସରଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗରେ କର୍ତ୍ତୃପକ୍ଷଙ୍କ କଥିତ ନିଷ୍କ୍ରିୟତା ବିରୋଧରେ ପ୍ରତିବାଦ କରି ଆତ୍ମହୁତି ଦେଇଥିଲେ। ସେବେଠାରୁ, ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଅନ୍ୟକ ଘଟଣା ଦେଖିବାକୁ … Continue reading Self-immolation cases rising in Odisha : Govt tells police, Review women’s grievances ।। ମହିଳାଙ୍କ ଉପରେ ହିଂସା: ବିଳମ୍ବରେ ସରକାରଙ୍କ ନିଦ ଭାଙ୍ଗିଲା
Copy and paste this URL into your WordPress site to embed
Copy and paste this code into your site to embed