ବିଛା କାମୁଡ଼ିଲେ କ’ଣ କରିବେ? ଜାଣନ୍ତୁ ଉପାୟ

Scorpion Bite: ଭୀଷଣ ଗରମ ଦାଉରୁ ଆଶ୍ୱସ୍ତି ପାଇବା ପାଇଁ ମାଟି ତଳେ ଥିବା କ୍ଷତିକାରକ ତଥା ବିଷାକ୍ତ ଜୀବ ବାହାରକୁ ବାହାରିଆସନ୍ତି ଏବଂ ଘର ଭିତରକୁ ପ୍ରବେଶ କରିଥାନ୍ତି । ଉଦାହରଣ ସାପ, କଙ୍କଡାବିଛା, ଚମ୍ପେଇନେଳି ଇତ୍ୟାଦି । ତେବେ ଏହି ସବୁ ବିଷଧର ଜୀବ ଘର ଭିତରକୁ ପସିଗଲେ କେଉଁ ମୁହୂର୍ତ୍ତରେ ଯେ ଜୀବନ ଚାଲିଯିବ ତାହା ଜାଣିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ବିଛା କାମୁଡ଼ିଲେ ଏହି ସମସ୍ୟାକୁ କିଭଳି ମୁକାବିଲା … Continue reading ବିଛା କାମୁଡ଼ିଲେ କ’ଣ କରିବେ? ଜାଣନ୍ତୁ ଉପାୟ