କର୍କଟ ରୋଗକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ଆବିଷ୍କାର କଲେ ‘ସୁଇଚ୍’

Cancer: ବୈଜ୍ଞାନିକମାନେ କର୍କଟ ରୋଗର ଚିକିତ୍ସାର ଏକ ସ୍ୱତନ୍ତ୍ର ପଦ୍ଧତି ଆବିଷ୍କାର କରିଛନ୍ତି । ଏହା ଏକ ବିପରୀତ ଚିକିତ୍ସା ପଦ୍ଧତି । ଏଥିରେ କର୍କଟ କୋଷଗୁଡ଼ିକ ବିପରୀତ ଢଙ୍ଗରେ ସୁସ୍ଥ କୋଷରେ ପରିଣତ ହେବ। ବୈଜ୍ଞାନିକମାନେ ଏହାକୁ ମଲିକ୍ୟୁଲାର ସୁଇଚ୍ ନାମ ଦେଇଛନ୍ତି। ଦକ୍ଷିଣ କୋରିଆର ଡେଜିଓନ୍ ସ୍ଥିତ କେଏଆଇଏସଟିର ଗବେଷକଙ୍କ ଏହି ଖୁଲାସା ଦ୍ୱାରା କର୍କଟ ରୋଗର ନୂଆ ଚିକିତ୍ସା ହୋଇପାରିବ। ବାୟୋଲୋଜିକାଲ ପ୍ରଫେସର କ୍ୱାଙ୍ଗ-ହ୍ୟୁନ୍ ଚୋ କହିଛନ୍ତି ଯେ ତାଙ୍କ ଟିମ୍ ଏକ … Continue reading କର୍କଟ ରୋଗକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ଆବିଷ୍କାର କଲେ ‘ସୁଇଚ୍’