Schools, colleges may close again II ପୁଣି ବନ୍ଦ ହୋଇପାରେ ସ୍କୁଲ , କଲେଜ !

ପୁଣି ବନ୍ଦ ହୋଇପାରେ ସ୍କୁଲ , କଲେଜ, ଯାତ୍ରା ମୋହତ୍ସବ । ନିଜ ଘରେ ରହି କୁକିଙ୍ଗ ଏକ୍ସପୋର୍ଟ ହେବାର ସମୟ ବୋଧେ ଏଵେ ପୁଣି ଫେରିବାକୁ ଯାଉଛି । କାରଣ କରୋନା ପୁଣି ଆସୁଛି । ଏ ସବୁ ଭିତରେ ବେଶୀ ଚିନ୍ତା ବଢ଼ାଉଛି ପିଲାଙ୍କ ପାଠ ପଢା । ଖୋଲିବାକୁ ଯାଉଛି ସ୍କୁଲ । ରାଜ୍ୟରେ କୋଭିଡ ବଢୁଛି ସେପଟେ ସ୍କୁଲ ଖୋଲିବାର ସମୟ ପାଖକୁ ଆସୁଛି । ଏ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା … Continue reading Schools, colleges may close again II ପୁଣି ବନ୍ଦ ହୋଇପାରେ ସ୍କୁଲ , କଲେଜ !