ଜୁଲାଇ ୩୧ ଯାଏଁ ସ୍କୁଲ ବନ୍ଦ; ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ || Schools closed till July 31; Leave of all government employees cancelled

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛି। “ଖୋର୍ଦ୍ଧା ଜିଲ୍ଲା ଅଧୀନରେ ଥିବା ସମସ୍ତ ପ୍ରକାରର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ / ଉଚ୍ଚ ବିଦ୍ୟାଳୟ / ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସରକାରୀ / ସରକାରୀ ସାହାଯ୍ୟପ୍ରାପ୍ତ / OAV / ବେସରକାରୀ ବିଦ୍ୟାଳୟଗୁଡ଼ିକ ୩୦ଜୁଲାଇ ଦିନ ୧ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ,” ଏହା ସରକାରୀ ଚିଠିରେ … Continue reading ଜୁଲାଇ ୩୧ ଯାଏଁ ସ୍କୁଲ ବନ୍ଦ; ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ || Schools closed till July 31; Leave of all government employees cancelled