ଆସନ୍ତାକାଲି ସ୍କୁଲ୍‍ ଖୋଲା Schools are open tomorrow

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ଆଉ ବନ୍ଦ ରହିବନି ସ୍କୁଲ। ପୂର୍ବରୁ ପ୍ରକାଶିତ ଛୁଟି କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ୫କୁ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ ସଦ୍ୟ ନିଷ୍ପତ୍ତି ଅନୁସାରେ ସମସ୍ତ ଛୁଟିକୁ ବାତିଲ କରାଯାଇଛି। ଏହିକ୍ରମରେ ଆସନ୍ତା କାଲି ସମସ୍ତ ସ୍କୁଲ ଖୋଲା ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରି ରାଜ୍ୟ ସରକାର ଏହି ଦିନଟିକୁ … Continue reading ଆସନ୍ତାକାଲି ସ୍କୁଲ୍‍ ଖୋଲା Schools are open tomorrow