ରାତି ଅଧରେ ସ୍କୁଲ୍ ଉପରେ ଆକ୍ରମଣ,ସଂଘର୍ଷରେ ସ୍କୁଲ ୱାର୍ଡେନଙ୍କ ମୃତ୍ୟୁ || School warden killed in late-night attack at Mayurbhanj

ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ସ୍କୁଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ସ୍କୁଲ ୱାର୍ଡେନଙ୍କ ମୃତ୍ୟୁ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିବା ପୋଲିସ କହିଛି। ବୈଶିଙ୍ଗା ପୋଲିସ ସୀମା ଅନ୍ତର୍ଗତ ଗଡଦେଉଳିଆ ଛକ ନିକଟରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ବଡସାହିର ମାନତ୍ରି ପୋଲିସ ଆଉଟପୋଷ୍ଟ ଅନ୍ତର୍ଗତ ଧନପାଳ ଅଞ୍ଚଳର ସନ୍ୟାସୀ ଦାସ | ଆହତ ପ୍ରଧାନ ଶିକ୍ଷୟତ୍ରୀ … Continue reading ରାତି ଅଧରେ ସ୍କୁଲ୍ ଉପରେ ଆକ୍ରମଣ,ସଂଘର୍ଷରେ ସ୍କୁଲ ୱାର୍ଡେନଙ୍କ ମୃତ୍ୟୁ || School warden killed in late-night attack at Mayurbhanj