ସ୍କୁଲରେ ଆଖିବୁଜା ଗୁଳିମାଡ଼, ୧୦ ମୃତ ଓ ୨୪ ଆହତ ।। School Shooting

 ସ୍କୁଲରେ  ମଧ୍ୟାହ୍ନ ପ୍ରାୟ ୧:୨୦ ବେଳେ ଗୁଳିକାଣ୍ଡ ଘଟିଛି । ଯାହା ପରେ ସରକାରୀ ଓ ପୋଲିସ ଅଧିକାରୀ ତତ୍କାଳ ଘଟଣାସ୍ଥଳକୁ ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ଏହି ଦୁଃଖଦ ଘଟଣାରେ ଅନୁମାନିକ ୧୦ ଜଣଙ୍କର ମୃତ୍ୟୁ ଘଟିଛି, ଯାହାର ମଧ୍ୟରେ ଗୁଳିକାଣ୍ଡକାରୀ ସ୍ୱୟଂ ମୃତ୍ୟୁ ହୋଇଥିଲେ ବୋଲି ପୋଲିସ ଜଣାଇଛନ୍ତି । ଏହି ଦୁଃଖଦ ଘଟଣାରେ ପ୍ରାୟ ୨୭ ଜଣ ଆହତ ହୋଇଛନ୍ତି, ସେମାନେ ଡାକ୍ତରି ଚିକିତ୍ସା ଅଧୀନରେ ଅଛନ୍ତି ।  ଘଟଣା ବିବରଣୀ … Continue reading ସ୍କୁଲରେ ଆଖିବୁଜା ଗୁଳିମାଡ଼, ୧୦ ମୃତ ଓ ୨୪ ଆହତ ।। School Shooting