ମହାକୁମ୍ଭ ବୁକିଂ ନାଁରେ ଚାଲିଛି ଠକେଇ, ଜନସାଧାରଣଙ୍କୁ ଚେତାବନୀ ଦେଲେ ପୁଲିସ

Scam Alert! Mahakumbh: ସୋମବାରଠାରୁ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି । ୪୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗଦେବେ। ସାଇବର ଠକମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ମେଳା ପୂର୍ବରୁ ଅନେକ ନକଲି ୱେବସାଇଟ୍ ମେଳା ପାଇଁ ବୁକିଂ ଓ ଦାନ ନାଁରେ ଲୋକଙ୍କୁ ଠକି ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱାଡର ସାଇବର କ୍ରାଇମ ପୋଲିସ ଜନସାଧାରଣଙ୍କୁ ସତର୍କ କରିଛି। ଏଭଳି ନକଲି ୱେବସାଇଟ୍ … Continue reading ମହାକୁମ୍ଭ ବୁକିଂ ନାଁରେ ଚାଲିଛି ଠକେଇ, ଜନସାଧାରଣଙ୍କୁ ଚେତାବନୀ ଦେଲେ ପୁଲିସ