ଆଜି ଏକାଧିକ ମାମଲା ବିରୋଧରେ ଆଲ୍ଲାବାଦିଆଙ୍କ ନିବେଦନ ଶୁଣିବେ ସୁପ୍ରିମ କୋର୍ଟ

‘India’s Got Latent’: ‘ଇଣ୍ଡିଆ ଗଟ୍ ଲାଟେଣ୍ଟ’ ବିବାଦ ବଢ଼ିବାରେ ଲାଗିଛି । ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ପ୍ରତିଯୋଗୀଙ୍କୁ ଏକ ଅଶାଳୀନ ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ଖୁବ ଟ୍ରୋଲ କରାଯିବା ସହ ମାମଲା ଥାନାରେ ପହଞ୍ଚିଥିଲା । ମୁମ୍ବାଇ ପୋଲିସ ଏହି ମାମଲା ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ମହାରାଷ୍ଟ୍ର ସାଇବର ସେଲ୍, ମୁମ୍ବାଇ ପୁଲିସ ଏବଂ ଆସାମ ପୁଲିସ ଆଲ୍ଲାବାଦିଆ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପରେ ସେମାନଙ୍କୁ ସମନ … Continue reading ଆଜି ଏକାଧିକ ମାମଲା ବିରୋଧରେ ଆଲ୍ଲାବାଦିଆଙ୍କ ନିବେଦନ ଶୁଣିବେ ସୁପ୍ରିମ କୋର୍ଟ