SC to hear on plea over sale of 20% ethanol blended petrol ।। ଇଥନଲ ମିଶା ପେଟ୍ରୋଲ ବିବାଦ: ସୁପ୍ରିମକୋର୍ଟରେ ହେବ ବଡ଼ ଶୁଣାଣି

ପେଟ୍ରୋଲ ପମ୍ପଗୁଡ଼ିକରେ ଗଲା ଦୁଇମାସ ହେଲା ମିଳୁଥିବା ଇ-୨୦ ପେଟ୍ରୋଲ ଅର୍ଥାତ୍‍ ଇଥାନଲ ମିଶା ପେଟ୍ରୋଲକୁ ନେଇ ସୃଷ୍ଟି ହୋଇଛି ବିବାଦ। ସରକାର ବାଧ୍ୟ କରି ଲୋକଙ୍କ ଗାଡ଼ି ଖରାପ କରୁଛନ୍ତି ବୋଲି ହୋଇଛି ଅଭିଯୋଗ। ସରକାରଙ୍କ ପଦକ୍ଷେପକୁ ଇନ୍ସ୍ୟୁରାନ୍ସ କମ୍ପାନୀ ମାନୁ ନଥିବାରୁ ହରଡ଼ଘଣାରେ ପଡ଼ୁଛନ୍ତି ଗାଡ଼ି ଚାଳକ। ଏନେଇ ଅଭିଯୋଗ ଏତେ ଉତ୍କଟ ହୋଇଛି ଯେ ଏହାକୁ ନେଇ ଦାୟର ହୋଇଥିବା ଜନସ୍ୱାର୍ଥମାମଲାର ବିଚାର କରିବାକୁ ଖୋଦ୍‍ ପ୍ରଧାନ ବିଚାରପତିଙ୍କୁ ଆଗକୁ ଆସିବାକୁ ପଡ଼ିଛି। … Continue reading SC to hear on plea over sale of 20% ethanol blended petrol ।। ଇଥନଲ ମିଶା ପେଟ୍ରୋଲ ବିବାଦ: ସୁପ୍ରିମକୋର୍ଟରେ ହେବ ବଡ଼ ଶୁଣାଣି