ଅନୁସୂଚିତ ଜାତିର ମାନ୍ୟତା କେବଳ ହିନ୍ଦୁ, ଶିଖ, ବୌଦ୍ଧଙ୍କ ପାଇଁ,ଧର୍ମାନ୍ତରିତ ବ୍ୟକ୍ତିମାନଙ୍କ ପାଇଁ ନୁହେଁ : ସୁପ୍ରିମକୋର୍ଟ || SC status limited to Hindus, Sikhs, Buddhists; not for converted

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି ଯେ ଯେଉଁମାନେ ହିନ୍ଦୁ ଧର୍ମ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମକୁ ଗ୍ରହଣ କରନ୍ତି ସେମାନେ ଅନୁସୂଚିତ ଜାତିର (SC) ମାନ୍ୟତା ଦାବି କରିପାରିବେ ନାହିଁ କି SC/ST (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ସୁରକ୍ଷା ଲୋଡ଼ିପାରିବେ ନାହିଁ । ବିଚାରପତି ପି. କେ. ମିଶ୍ର ଏବଂ ଏନ. ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ଏକ ରାୟକୁ ସମର୍ଥନ କରିଛନ୍ତି … Continue reading ଅନୁସୂଚିତ ଜାତିର ମାନ୍ୟତା କେବଳ ହିନ୍ଦୁ, ଶିଖ, ବୌଦ୍ଧଙ୍କ ପାଇଁ,ଧର୍ମାନ୍ତରିତ ବ୍ୟକ୍ତିମାନଙ୍କ ପାଇଁ ନୁହେଁ : ସୁପ୍ରିମକୋର୍ଟ || SC status limited to Hindus, Sikhs, Buddhists; not for converted