SC orders CBI investigation into Karur stampede ।। କରୁର ଦଳାଚକଟା ଘଟଣା, ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୋମବାର ସୁପ୍ରିମକୋର୍ଟ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ରାଲିରେ ୪୧ ଜଣଙ୍କ ଜୀବନ ଏବଂ ୬୦ରୁ ଅଧିକ ଆହତ କରିଥିବା କରୁର ଦଳାଚକଟା ମାମଲାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ତଦନ୍ତ ତଦାରଖ କରିବା ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ଅଧ୍ୟକ୍ଷତାରେ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ମଧ୍ୟ ଗଠନ କରିଛନ୍ତି । କମିଟିରେ … Continue reading SC orders CBI investigation into Karur stampede ।। କରୁର ଦଳାଚକଟା ଘଟଣା, ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ