ଘରୋଇ ହସ୍ପିଟାଲ ସୁଲଭ ମୂଲ୍ୟରେ ଚିକିତ୍ସା ଯୋଗାଇ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

supreme Court: ଖଣ୍ଡପୀଠ କହିଛନ୍ତି ଯେ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଯଥା ଶୁଳ୍କ ଏବଂ ଆର୍ଥିକ ଶୋଷଣ ପ୍ରସଙ୍ଗରେ ମଧ୍ୟ ସରକାର ସଚେତନ ହେବା ଉଚିତ୍ । ରୋଗୀଙ୍କୁ ସୁଲଭ ମୂଲ୍ୟରେ ଚିକିତ୍ସା ସେବା ଓ ଭିତ୍ତିଭୂମି ସୁନିଶ୍ଚିତ କରିବାରେ ରାଜ୍ୟ ସରକାରମାନେ ନିଜ ଦାୟିତ୍ୱ ନିର୍ବାହ କରିନାହାନ୍ତି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଆଭ୍ୟନ୍ତରୀଣ ଷ୍ଟୋରରୁ ଔଷଧ କିଣିବାକୁ ବାଧ୍ୟ କରୁଥିବା ପ୍ରଥା ବିରୋଧରେ ଏକ ଜନସ୍ୱାର୍ଥ ମାମଲାର ଉତ୍ତରରେ ଏହି … Continue reading ଘରୋଇ ହସ୍ପିଟାଲ ସୁଲଭ ମୂଲ୍ୟରେ ଚିକିତ୍ସା ଯୋଗାଇ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ