ଏଟିଏମ ନିୟମ ସଂଶୋଧନ କଲା ଏସବିଆଇ: କ’ଣ ରହିଛି ପରିବର୍ତ୍ତନ

SBI ATM: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୨୦୨୫ ଫେବ୍ରୁଆରି ପହିଲାରୁ ଏଟିଏମ୍ କାରବାର ନିୟମରେ ସଂଶୋଧନ ଆଣିଛି। ସଞ୍ଚୟ ଖାତା ପାଇଁ ମାଗଣା ଟ୍ରାଞ୍ଜାକସନ ସୀମାରେ ପରିବର୍ତ୍ତନ ହେବ । ଏସବିଆଇ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ ଜରିଆରେ ହେଉଥିବା ଉଭୟ ଆର୍ଥିକ ଓ ଅଣ-ଆର୍ଥିକ କାରବାର ଉପରେ ଏହି ପରିବର୍ତ୍ତନ ପ୍ରଭାବ ପକାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏହାର ଏଟିଏମ୍ ଟ୍ରାଞ୍ଜାକସନ୍ ଚାର୍ଜ ଏବଂ ବିଭିନ୍ନ ପ୍ରକାର ଆକାଉଣ୍ଟ ପାଇଁ ମାଗଣା ବ୍ୟବହାର … Continue reading ଏଟିଏମ ନିୟମ ସଂଶୋଧନ କଲା ଏସବିଆଇ: କ’ଣ ରହିଛି ପରିବର୍ତ୍ତନ