ଭାରତ ସମେତ ୧୪ଟି ଦେଶର ଭିସା ବନ୍ଦ କଲା ସାଉଦି ଆରବ

Saudi Arabia: ଅନଧିକୃତ ହଜ୍ ଯାତ୍ରୀଙ୍କୁ ରୋକିବା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସାଉଦି ଆରବ ୧୪ଟି ଦେଶ ପାଇଁ ଉମରା, ବ୍ୟବସାୟ ଏବଂ ପାରିବାରିକ ଭିସାକୁ ସାମୟିକ ଭାବେ ସ୍ଥଗିତ ରଖିଛି। ସାଉଦି ଆରବ ଭାରତ, ପାକିସ୍ତାନ ଓ ବାଂଲାଦେଶ ସମେତ ୧୪ଟି ଦେଶର ଲୋକଙ୍କୁ କେତେକ ପ୍ରକାର ଭିସା ପ୍ରଦାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଏହି କଟକଣା ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ ବଳବତ୍ତର ରହିବ, ଅର୍ଥାତ୍ ଚଳିତ ବର୍ଷର ହଜ୍ ଯାତ୍ରା … Continue reading ଭାରତ ସମେତ ୧୪ଟି ଦେଶର ଭିସା ବନ୍ଦ କଲା ସାଉଦି ଆରବ