Saudi Arabia and Pakistan sign mutual defence pact ।। ପାକିସ୍ତାନକୁ ପ୍ରତିରକ୍ଷା କରିବ ସାଉଦି ଆରବ

ପାକିସ୍ତାନ ସାଉଦି ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ହୋଇଛି, ପାକିସ୍ତାନ ଉପରେ ଆକ୍ରମଣ ସାଉଦି ଉପରେ ଆକ୍ରମଣ ବିବେଚନା କରାଯିବ। ଏହି ଚୁକ୍ତି ଦ୍ୱାରା କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ତାହାକୁ ଉଭୟ ଦେଶ ମିଳିତ ଭାବେ ଜବାବ ଦେବେ। କିଛିଦିନ ତଳେ ଇସ୍ରାଏଲର ଦୋହା ଉପରେ ଆକ୍ରମଣ ଏବଂ ଅପରେସନ୍‍ ସିନ୍ଦୁର ଦ୍ୱାରା ଭାରତର ପାକିସ୍ତାନ ଉପରେ ଆକ୍ରମଣକୁ ପରିପ୍ରେକ୍ଷୀରେ ଏହି ଚୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଉଛି। ବୁଧବାର ଦିନ ପାକିସ୍ତାନର … Continue reading Saudi Arabia and Pakistan sign mutual defence pact ।। ପାକିସ୍ତାନକୁ ପ୍ରତିରକ୍ଷା କରିବ ସାଉଦି ଆରବ