ସିନେମାରୁ ସତ୍ତା, ସେବେ ଜୟ ଲଳିତା ଏବେ ତ୍ରିଶା || Satta from the cinema, then Jai Lalita, now Trisha

ତାମିଲନାଡୁର ରାଜନୀତିକୁ ବୁଝିବାକୁ ହେଲେ କେବଳ ନିର୍ବାଚନୀ ଗଣିତ କିମ୍ବା ଦଳୀୟ ସମୀକରଣ ଦେଖିଲେ ହେବନାହିଁ। ଏହି ରାଜ୍ୟର ରାଜନୀତିକ ଆତ୍ମା ସିନେମା ହଲ୍‌ର ଅନ୍ଧାର ଘରରେ, ରୂପୋଲି ପର୍ଦ୍ଦାର ନାୟକ-ନାୟିକାଙ୍କ ମୁହଁରେ ଓ ଲୋକମାନଙ୍କ ଭାବନାରେ ଲୁଚି ରହିଛି। ଏଠାରେ ସିନେମା କେବଳ ମନୋରଞ୍ଜନ ନୁହେଁ, ସେହି ସିନେମା ହେଉଛି ଶକ୍ତି, ପ୍ରଭାବ ଓ ନେତୃତ୍ୱର ଏକ ବଡ଼ ମଞ୍ଚ। ତେଣୁ ଯେତେବେଳେ ଥଳପତି ବିଜୟ ରାଜନୀତିରେ ପ୍ରବେଶ କଲେ, ତାହାକୁ ତାମିଲ ସମାଜ କେବଳ … Continue reading ସିନେମାରୁ ସତ୍ତା, ସେବେ ଜୟ ଲଳିତା ଏବେ ତ୍ରିଶା || Satta from the cinema, then Jai Lalita, now Trisha