sankar parida passaway ।। ପରଲୋକରେ ଶଙ୍କର ପରିଡ଼ା
ପ୍ରସିଦ୍ଧ କବି ତଥା ବରିଷ୍ଠ ଭାଜପା ନେତା ଶଙ୍କର ପରିଡ଼ା ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏନେଇ ଗୁରୁବାର ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସେ ଅତୀତରେ ପୁରୀ ଜିଲା ଜିଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। କିଛି ଦିନ ଧରି ସେ ଫୁସଫୁସ୍ କର୍କଟ ରୋଗରେ ପୀଡ଼ିତ ଥିଲେ। ଏନେଇ ଜଣାପଡ଼ିବା ପରେ ସାହିତ୍ୟିକ, ରାଜନେତା ଏବଂ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଉଛି।ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ … Continue reading sankar parida passaway ।। ପରଲୋକରେ ଶଙ୍କର ପରିଡ଼ା
Copy and paste this URL into your WordPress site to embed
Copy and paste this code into your site to embed