ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ଏଥିରେ ୪ ଜଣ ଆଇପିଏସ୍ ଅଧିକାରୀଙ୍କ ପଦବୀ ଓ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପୁଲିସ ତାଲିମ ଏଡିଜି ତଥା ବିପିଏସ୍ପିଏ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ବିରୋଧୀ ଅପରେସନ୍ର ଅତିରିକ୍ତ ଡିଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ପୁଲିସ ଗୁଇନ୍ଦା ବିଭିାଗ ମୁଖ୍ୟଙ୍କୁ ମଧ୍ୟ ବଦଳି କରାଯାଇଛି। ଆଜି ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ୪ଜଣ ଆଇପିଏସ୍ଙ୍କ ଦାୟିତ୍ୱରେ … Continue reading Sanjeeb Panda Appointed As New ADG of Anti-Naxal Operations ।। ଆଇପିଏସ୍ ସ୍ତରରେ ଅଦଳବଦଳ: ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ବିରୋଧୀ ଅଭିଯାନ ଦାୟିତ୍ୱ
Copy and paste this URL into your WordPress site to embed
Copy and paste this code into your site to embed