ଏହି ଅଭିନେତ୍ରୀଙ୍କୁ ନିଜର ଚତୁର୍ଥ ପତ୍ନୀ କରିବାକୁ ଚାହୁଁଛନ୍ତି ସଞ୍ଜୟ ଦତ୍ତ

Sanjay Dutt: ସଞ୍ଜୟ ଦତ୍ତ ବଲିଉଡ଼ର ଜଣେ ଜଣାଶୁଣା ସୁପରଷ୍ଟାର । ତାଙ୍କ ବୃତ୍ତିଗତ ଜୀବନ ଯେତିକି ସଫଳ ଥିଲା, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ବିବାଦୀୟ ଥିଲା। ସଞ୍ଜୟ ଦତ୍ତ ନିଜର ଏକ ବୟାନ ଦେଇ ସମତଙ୍କ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଜଣେ ଅଭିନେତ୍ରୀଙ୍କ ସହ ଚତୁର୍ଥ ବିବାହ ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଆସନ୍ତୁ ଜାଣିବା କିଏ ଏହି ଅଭିନେତ୍ରୀ? ସଞ୍ଜୟ ଦତ୍ତ ଏହି ଅଭିନେତ୍ରୀଙ୍କୁ ତାଙ୍କର ଚତୁର୍ଥ ପତ୍ନୀ କରିବାକୁ … Continue reading ଏହି ଅଭିନେତ୍ରୀଙ୍କୁ ନିଜର ଚତୁର୍ଥ ପତ୍ନୀ କରିବାକୁ ଚାହୁଁଛନ୍ତି ସଞ୍ଜୟ ଦତ୍ତ