ପ୍ରଥମ ଦିନରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କଲା ‘ସନମ ତେରି କସମ’

Sanam Teri Kasam Re-Release: ୨୦୧୬ମସିହାର କ୍ଲାସିକ୍ କଲ୍ଟ ସିନେମା ‘ସନମ ତେରି କସମ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଆଶ୍ଚର୍ଯ୍ୟର କଥା ବହୁତ ବର୍ଷ ତଳେ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ଏକ ସିନେମା ଏବେ ପୁଣି ଥରେ ରିଲିଜ ହେବାରେ ଲାଗିଛି । କେବଳ ଆଗୁଆ ବକ୍ସ ଅଫିସ କଲେକ୍ସନରେ ସନମ ତେରି କସମ କୋଟି କୋଟି ଟଙ୍କା ରୋଜଗାର କରିଛି । ଗତ କିଛି ମାସ ମଧ୍ୟରେ ବଲିଉଡର ଅନେକ ସିନେମା … Continue reading ପ୍ରଥମ ଦିନରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କଲା ‘ସନମ ତେରି କସମ’