ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଲା ‘ସନମ ତେରି କସମ’
Sanam Teri Kasam: ‘ସନମ ତେରି କସମ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭାଲେଣ୍ଟାଇନ୍ସ ସପ୍ତାହକୁ ଆଖି ଆଗରେ ରଖି ନିର୍ମାତା ଏହି ପ୍ରେମ କାହାଣୀକୁ ଗତକାଲି ଫେବୃଆରି ୭ ତାରିଖରେ ବଡ଼ ପରଦାରେ ରିଲିଜ୍ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ପୂର୍ବରୁ ଫ୍ଲପ୍ ହୋଇଥିବା ଏହି ଫିଲ୍ମକୁ ଏବେ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳୁଛି । ‘ସନମ ତେରି କସମ’ ୯ ବର୍ଷ ତଳେ ୨୦୧୬ରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା। ହର୍ଷବର୍ଦ୍ଧନ … Continue reading ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଲା ‘ସନମ ତେରି କସମ’
Copy and paste this URL into your WordPress site to embed
Copy and paste this code into your site to embed