ଭାରତର ସ୍ୱାଧୀନତା ପାଇଁ ଲଢ଼ିଥିବା ଏକମାତ୍ର ଆମେରିକୀୟଙ୍କୁ ଜାଣନ୍ତୁ

  The Only American Who Fought For India’s Independenceଭାରତର ସ୍ୱାଧୀନତା ସଂଗ୍ରାମରେ ସହଯୋଗ କରିଥିବା ଏକମାତ୍ର ଆମେରିକୀୟଙ୍କ ବିଷୟରେ ଆସନ୍ତୁ କିଛି ଜାଣିବା। ଏହି ଆମେରିକୀୟଙ୍କ ନାମ ସାମୁଏଲ ଷ୍ଟୋକ୍ସ। ଭାରତର ସ୍ୱାଧୀନତା ଆନ୍ଦୋଳନରେ ପ୍ରଭାବିତ ହୋଇ ଫିଲାଡେଲଫିଆରେ ବିଳାସପୂର୍ଣ୍ଣ ଜୀବନ ଛାଡ଼ି ସେ ଭାରତ ଆସିଥିଲେ। ପାଶ୍ଚାତ୍ୟ ପଦ୍ଧତି ତ୍ୟାଗ କରି ସେ ଖଦି ଗ୍ରହଣ କଲେ, ସ୍ଥାନୀୟ ଭାଷା ଶିଖିଲେ, ବ୍ରିଟିଶ ଅତ୍ୟାଚାର ସହ ଲଢ଼ିଲେ ଏବଂ ହିମାଚଳକୁ ସେଓ ଚାଷ … Continue reading ଭାରତର ସ୍ୱାଧୀନତା ପାଇଁ ଲଢ଼ିଥିବା ଏକମାତ୍ର ଆମେରିକୀୟଙ୍କୁ ଜାଣନ୍ତୁ