Samsung Galaxy A07 5G ।। ଭାରତରେ Samsung Galaxy A07 5G ଲଞ୍ଚ

ଦକ୍ଷିଣ କୋରିଆନ୍ ବଡ଼ ଟେକ୍ କମ୍ପାନୀ Samsung ଭାରତରେ ତାଙ୍କର ନୂତନ Galaxy A07 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ। ଏହି ଫୋନ୍ ଖୁବ୍ ଶୀଘ୍ର ଭାରତରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି। Samsung ଫେବୃଆରୀ ମାସରେ ଫୋନର ପ୍ରାଇସ୍ ରିଭିଲ କରିବ। ଗତ ବର୍ଷ ଅକ୍ଟୋବରରେ Samsung Galaxy A07 4G ଭର୍ସନ୍ ଭାରତରେ ଲଞ୍ଚ କରିଥିଲେ। ଏହି 5G ଭର୍ସନ୍ ସେହି ଫୋନର ଅପଡେଟ୍ ଭର୍ସନ୍ ଭାବେ ଆସିଛି, ଯାହାରେ ବଢ଼ିଆ … Continue reading Samsung Galaxy A07 5G ।। ଭାରତରେ Samsung Galaxy A07 5G ଲଞ୍ଚ