ପ୍ରଭାତୀଙ୍କ ବିରୋଧରେ ବିଗୁଲ ବଜାଇଲେଣି ସମୀର || Sameer has sounded the alarm against Parvathi

କଥାରେ ଅଛି, ଗୋଟିଏ ଜଙ୍ଗଲରେ ଦୁଇଟି ସିଂହ ରହିପାରିବେ ନାହିଁ।” ନିମାପଡ଼ା ରାଜନୀତିରେ ଆଜି ଠିକ୍ ଏଇ କଥାଟି ଘଟୁଛି । ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ଯେଉଁ ନିମାପଡ଼ାକୁ ନେଇ ସବୁଠାରୁ ବେଶି ଚର୍ଚ୍ଚା ହେଉଥିଲା, ସେହି ନିମାପଡ଼ାରେ ଏବେ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟିର ସବୁଠାରୁ ବଡ଼ ଗୃହଯୁଦ୍ଧ। ଗୋଟିଏ ପଟେ ଅଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା, ଆଉ ଅନ୍ୟପଟେ ଛିଡ଼ା ହୋଇଛନ୍ତି ପୂର୍ବତନ … Continue reading ପ୍ରଭାତୀଙ୍କ ବିରୋଧରେ ବିଗୁଲ ବଜାଇଲେଣି ସମୀର || Sameer has sounded the alarm against Parvathi