ହତ୍ୟା ଧମକକୁ ନେଇ ଏପରି କହିଲେ ସଲମାନ ଖାନ…

Salman Khan: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଅନେକ ହତ୍ୟା ଧମକ ପାଉଥିବା ଅଭିନେତା ସଲମାନ ଖାନ୍ ନିକଟରେ ସେୟାର କରିଛନ୍ତି ଯେ ଏଭଳି ଧମକ ତାଙ୍କୁ ଭୟଭୀତ କରୁଛି କି ନାହିଁ। ସେ କହିଛନ୍ତି ଯେ ସେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ତାଙ୍କ ପାଇଁ ଯାହା ବି ଜୀବନକାଳ ଲେଖାଯାଇଛି, ସେ ସେତେ ଦିନ ପର୍ଯ୍ୟନ୍ତ ବଞ୍ଚିବେ । ଗତବର୍ଷ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନ ବାହାରେ ଏକାଧିକ … Continue reading ହତ୍ୟା ଧମକକୁ ନେଇ ଏପରି କହିଲେ ସଲମାନ ଖାନ…