ସଲିଲା ପରିଡ଼ା – ଓଲିଉଡରୁ ହଲିଉଡ

Solila Prida : ସଲୀଳା ପରିଡ଼ା ଜଣେ ବହୁମୁଖୀ ପ୍ରତିଭା ଥିଲେ, ଯିଏ କି ଜଣେ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ ଓ ଗାୟିକା ଭାବରେ ଜଣାଶୁଣା ଥିଲେ । ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ସଲୀଲା ଉଭୟ ଓଲିଉଡ୍ ଓ ବଲିଉଡରେ ନିଜ ପାଇଁ ଉଲ୍ଲେଖନୀୟ ପରିଚୟ ସୃଷ୍ଟି କରିଥିଲେ। ସେ ଡଥ୍ ଏଣ୍ଟରଟେନମେଣ୍ଟ ଏଲଏଲସିର ସଭାପତି ଏବଂ ପ୍ରତିଷ୍ଠାତା ଥିଲେ। ଖାଲି ସେତିକି ନୁହେଁ ମନୋରଞ୍ଜନ ଶିଳ୍ପରେ ସେ ତାଙ୍କର ଉଦ୍ୟୋଗୀ ଭାବନା ପ୍ରଦର୍ଶନ କରିଥିଲେ … Continue reading ସଲିଲା ପରିଡ଼ା – ଓଲିଉଡରୁ ହଲିଉଡ