Salary of an Ayush doctor is less than of a peon ।। ଆୟୁଷ ଡାକ୍ତରଙ୍କ ଦରମା ପିୟନଙ୍କ ଦରମାଠୁ କମ୍

ଡାକ୍ତର ହେଲେ ବି ପିଅନଙ୍କ ଠାରୁ ଦରମା କମ୍ ମିଳୁଛି। ବର୍ଷେ କି ଦୁଇ ବର୍ଷ ନୁହେଁ ୧୫ରୁ ୨୦ ବର୍ଷ ଧରି ସ୍ଵାସ୍ଥ୍ୟସେବାରେ ନିୟୋଜିତ ଥ‌ିବା ଆୟୁଷ ଡାକ୍ତରଙ୍କ ଅବସ୍ଥା ଏଭଳି ରହିଛି। ସରକାରଙ୍କୁ ବାରମ୍ବାର ଏ ଦିଗରେ ଅବଗତ କରିବା ସହ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଦରମା ବଢ଼ାଇବା ତ ପରକଥା ଏସ୍‌ମା ଲଗାଇ ଆୟୁଷ ଡାକ୍ତରଙ୍କ ସ୍ଵର … Continue reading Salary of an Ayush doctor is less than of a peon ।। ଆୟୁଷ ଡାକ୍ତରଙ୍କ ଦରମା ପିୟନଙ୍କ ଦରମାଠୁ କମ୍