ବିଧାୟକଙ୍କ ଦରମା ବୃଦ୍ଧି ଓଡ଼ିଶା ଦେଶରେ ଏକ ନମ୍ବର || Salary hike of MLAs in Odisha is the highest in the country

ଗତ ମଙ୍ଗଳବାର ଓଡ଼ିଶା ବିଧାନସଭାରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଏବଂ ସବୁ ବିଧାୟକଙ୍କ ଦରମା ଏବଂ ଭତ୍ତା ପ୍ରାୟ ତିନି ଗୁଣ ବୃଦ୍ଧି କରିବା ପାଇଁ ଏକ ବିଲ୍ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏହି ବୃଦ୍ଧି ପରେ ଓଡ଼ିଶାର ବିଧାୟକମାନେ ବର୍ତ୍ତମାନ ଦେଶରେ ସର୍ବାଧିକ ଦରମା ଏବଂ ଭତ୍ତା ପାଉଥିବା ଜନପ୍ରତିନିଧିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ଜଣେ ବିଧାୟକଙ୍କୁ ଭତ୍ତା ସହିତ ମାସିକ ମୋଟ ୩.୪୫ ଲକ୍ଷ … Continue reading ବିଧାୟକଙ୍କ ଦରମା ବୃଦ୍ଧି ଓଡ଼ିଶା ଦେଶରେ ଏକ ନମ୍ବର || Salary hike of MLAs in Odisha is the highest in the country