ଆଗାମୀ ଅଧିବେଶନରେ ଦରମା ବୃଦ୍ଧି ବିଲ୍
ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନଙ୍କ ବେତନ ତଥା ପୂର୍ବତନ ବିଧାୟକମାନଙ୍କ ପେନ୍ସନ ବୃଦ୍ଧି ପାଇଁ ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନ ସମୟରେ ବିଧେୟକ ଆସିପାରେ । ବିଧାନସଭାର ଗତ ଅଧିବେଶନ କାଳରେ ଦଳମତ ନିର୍ବିଶେଷରେ ଅନେକ ବିଧାୟକ ସେମାନଙ୍କ ବେତନ ଓ ଭତ୍ତା ସପକ୍ଷରେ ଖୋଲା ମତବ୍ୟକ୍ତ କରିଥିଲେ । ଇତି ମଧ୍ୟରେ ଏ ସଂକ୍ରାନ୍ତରେ ଗଠିତ ବିଧାନସଭାର କମିଟି ତାଙ୍କ ସୁପାରିଶ୍ ଦେଇ ସାରିଛନ୍ତି । ତେବେ ବିଭିନ୍ନ କାରଣରୁ ବିଧାନସଭାର ଗତ ଅଧିବେଶନ ଆଗୁଆ … Continue reading ଆଗାମୀ ଅଧିବେଶନରେ ଦରମା ବୃଦ୍ଧି ବିଲ୍
Copy and paste this URL into your WordPress site to embed
Copy and paste this code into your site to embed