ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ମାଘୀ ଚୌଥ ବା ସକଟ ଚୌଥ ବ୍ରତ
Sakat Chauth 2025: ମାଘ ମାସର କୃଷ୍ଣପକ୍ଷ ଚତୁର୍ଥ ତିଥିରେ ସକଟ ଚୌଥ ବ୍ରତ ପାଳନ କରାଯାଏ । ଏହି ଦିନ ମା’ ମାନେ ନିଜ ସନ୍ତାନର ସୁଖ, ସୁରକ୍ଷିତ ଭବିଷ୍ୟତ ଏବଂ ଦୀର୍ଘ ଜୀବନ ପାଇଁ ବ୍ରତ ରଖନ୍ତି । ସୂର୍ଯ୍ୟୋଦୟରୁ ଚନ୍ଦ୍ରୋଦୟ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରାଯାଏ । ସନ୍ଧ୍ୟାରେ ଗଣପତି ଓ ଚନ୍ଦ୍ରଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ହିଁ ବ୍ରତକୁ ସମାପ୍ତ କରାଯାଏ । ଭଗବାନ ଗଣେଶଙ୍କ ପୂଜା କଲେ … Continue reading ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ମାଘୀ ଚୌଥ ବା ସକଟ ଚୌଥ ବ୍ରତ
Copy and paste this URL into your WordPress site to embed
Copy and paste this code into your site to embed