ସୈଫ୍ଙ୍କ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିକୁ କବଜାକୁ ନେଇପାରନ୍ତି ସରକାର!
Saif Ali Khan: ୧୯୬୫ର ଭାରତ-ପାକ୍ ଯୁଦ୍ଧ ପରେ ଶତ୍ରୁ ସମ୍ପତ୍ତି ଆଇନ ପ୍ରଣୟନ କରାଯାଇଥିଲା। ଏହା ଅଧୀନରେ ଯେଉଁମାନେ ଦେଶ ବିଭାଜନ ପରେ ଦେଶ ଛାଡ଼ି ପାକିସ୍ତାନ ଯାଇ ସେଠାରେ ବସବାସ କରିଥିଲେ, ସେମାନଙ୍କ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତିଭାବେ ବିବେଚନା କରାଯାଉଥିଲା। ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସୈଫ୍ଙ୍କୁ ତାଙ୍କ ନିଜ ଘରେ ଛୁରିରେ ଆକ୍ରମଣ କରାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସୈଫଙ୍କୁ ଡିସଚାର୍ଜ … Continue reading ସୈଫ୍ଙ୍କ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିକୁ କବଜାକୁ ନେଇପାରନ୍ତି ସରକାର!
Copy and paste this URL into your WordPress site to embed
Copy and paste this code into your site to embed