ସୈଫଙ୍କ ପରିବାରକୁ କିଏ ଉପହାରରେ ଦେଇଥିଲେ ’ପଟୌଦି’ ରାଜ୍ୟ?

Pataudi kingdom: ଯେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ମରାଠାମାନଙ୍କ ମଧ୍ୟରେ ଦ୍ୱିତୀୟ ଯୁଦ୍ଧ ହୋଇଥିଲା, ଫୈଜ ଖାନ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ। ଏହି ଯୁଦ୍ଧରେ ଇଂରେଜମାନେ ମରାଠାମାନଙ୍କ ଉପରେ ବିଜୟ ଲାଭ କରିଥିଲେ। ପୁରସ୍କାରସ୍ୱରୂପ ପଟୌଦି ରାଜ୍ୟ ପ୍ରତିଷ୍ଠା କରାଯାଇ ଫୈଜ ଖାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ତାଙ୍କ ବଂଶଧରମାନେ ୧୯୪୯ ପର୍ଯ୍ୟନ୍ତ ପଟୌଦିରେ ଶାସନ କରିଥିଲେ। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପ୍ରବେଶ କରି ଜଣେ ଅଜ୍ଞାତ ବ୍ୟକ୍ତି ଆକ୍ରମଣ … Continue reading ସୈଫଙ୍କ ପରିବାରକୁ କିଏ ଉପହାରରେ ଦେଇଥିଲେ ’ପଟୌଦି’ ରାଜ୍ୟ?