ଅଭିନେତା ସୈଫ ଅଲି ଖାନଙ୍କୁ ଛୁରୀରେ ଆକ୍ରମଣ: ଘରେ ପଶି 6ଥର ଆକ୍ରମଣ କରିଛି ଦୁବୃର୍ତ୍ତ

Saif Ali Khan Attacked: ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ତାଙ୍କ ଘରେ ଡକାୟତମାନେ ଛୁରୀରେ ଆକ୍ରମଣ କରିଛନ୍ତି। ମୁମ୍ବାଇରେ ସୈଫଙ୍କ ଘରେ ପଶିଥିବା ଡକାୟତ ତାଙ୍କୁ ୬ ଥର ଛୁରିରେ ଆକ୍ରମଣ କରିଥିଲେ। ସୈଫ୍ ଅଲ୍ଲୀ ଖାନ୍ ଲୀଳାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ ଏବେ ଆକ୍ରମଣକାରୀଙ୍କ ତଦନ୍ତ କରୁଛି। ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଛି । ରାତି ୨ଟାରେ ମୁମ୍ବାଇରେ ଜଣେ ଅଜ୍ଞାତ ବ୍ୟକ୍ତି ଅଭିନେତାଙ୍କ ଘରେ … Continue reading ଅଭିନେତା ସୈଫ ଅଲି ଖାନଙ୍କୁ ଛୁରୀରେ ଆକ୍ରମଣ: ଘରେ ପଶି 6ଥର ଆକ୍ରମଣ କରିଛି ଦୁବୃର୍ତ୍ତ