ସୈଫଙ୍କ ଘର ଚୋର ପଶିବାକୁ ସହଜରେ ବିଶ୍ୱାସ କରୁନାହାନ୍ତି ସୋସିଆଲ ମିଡିଆ ୟୁଜର

Saif Ali Khan: ସୈଫ୍ ଅଲ୍ଲୀ ଖାନ୍‍ଙ୍କ ଉପରେ ଆକ୍ରମଣ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୟୁଜର୍ସମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏଭଳି ସିକ୍ୟୁରିଟି ହାଉସରେ ଚୋର ପଶିପାରେ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି ନାହିଁ। ଏହା ଏକ ପାରିବାରିକ କଳହ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି। ଏହି ଘଟଣା ସନ୍ଦେହଜନକ। ସୈଫ୍ ଅଲ୍ଲୀ ଖାନ୍ ଙ୍କ ଘରେ ପଶି ଛୁରିରେ ଆକ୍ରମଣ କଲା ଚୋର ସୈଫ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ … Continue reading ସୈଫଙ୍କ ଘର ଚୋର ପଶିବାକୁ ସହଜରେ ବିଶ୍ୱାସ କରୁନାହାନ୍ତି ସୋସିଆଲ ମିଡିଆ ୟୁଜର