ଜଣାପଡ଼ିଲା ସୈଫ ଅଲୀ ଖାନଙ୍କୁ ଆକ୍ରମଣର କାରଣ, ୧ କୋଟି ଡିମାଣ୍ଡ କରିଥିଲା ଦୁବୃର୍ତ୍ତ
Saif Ali Khan: ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଥିଲା। ସୈଫଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରିଥିଲେ। ପ୍ରଥମେ ସେ ତାଙ୍କ ଘରୋଇ ସହାୟିକା ସହ ଯୁକ୍ତିତର୍କ କରିଥିଲେ। ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଛୁରାମାଡ କରିଥିଲେ। ସୈଫଙ୍କୁ ୬ … Continue reading ଜଣାପଡ଼ିଲା ସୈଫ ଅଲୀ ଖାନଙ୍କୁ ଆକ୍ରମଣର କାରଣ, ୧ କୋଟି ଡିମାଣ୍ଡ କରିଥିଲା ଦୁବୃର୍ତ୍ତ
Copy and paste this URL into your WordPress site to embed
Copy and paste this code into your site to embed