ଥାନାରେ ବର କନିଆ ଅଟକ ।। Sahadevkhunta Police Station
ବାଲେଶ୍ୱରରେ ଅଭାବନୀୟ ଘଟଣା। ବିବାହ ପରେ ନବଦମ୍ପତି ଥାନାରେ ଅଟକ ରହିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ବାଲେଶ୍ୱର ସହରର ସହଦେବଖୁଣ୍ଟା ପୋଲିସ ଷ୍ଟେସନ ଅଧୀନ ବାଲିଆ ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, ବାଲିଆ ଅଞ୍ଚଳର ଜଣେ ପ୍ରାୟ ୫୦ ବର୍ଷୀୟ ବ୍ୟକ୍ତି, ଯିଏ ବାଲେଶ୍ୱର ପୋଲିସ ଲାଇନ୍ ଛକରେ ଅଟୋ ଚଳାଇ ଜୀବିକା ନିର୍ବାହ କରନ୍ତି, ତାଙ୍କ ସହ ଜଣେ ପ୍ରାୟ ୨୦ ବର୍ଷୀୟ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁହେଁ ମଧ୍ୟରେ … Continue reading ଥାନାରେ ବର କନିଆ ଅଟକ ।। Sahadevkhunta Police Station
Copy and paste this URL into your WordPress site to embed
Copy and paste this code into your site to embed