ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ଏସ୍ ଜୟଶଙ୍କର

Jaishankar to attend Trump’s swearing-in ceremony: ଜୟଶଙ୍କରଙ୍କ ଉପସ୍ଥିତି ପାଇଁ ଟ୍ରମ୍ପ-ଭାନ୍ସ ଉଦଘାଟନୀ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଆଗାମୀ ଆମେରିକା ପ୍ରଶାସନର କାର୍ଯ୍ୟକାଳ ଆରମ୍ଭ ହେଉଥିବାରୁ ଏହି ଗସ୍ତ ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଜାନୁଆରୀ ୨୦ରେ ହେବାକୁ ଥିବା ସମାରୋହ, ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ଆମେରିକାର ନୂଆ ପ୍ରଶାସନ … Continue reading ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ଏସ୍ ଜୟଶଙ୍କର