ନିଷ୍ଠୁରତାରେ ଏହି ୪ ଜଣଙ୍କ ଆଗରେ ଛୁଆ ଔରଙ୍ଗଜେବ୍

Chhaava: ବର୍ତ୍ତମାନ ଭିକି କୌଶଲଙ୍କ ଫିଲ୍ମ ‘ଛାବା’ ଚର୍ଚ୍ଚାରେ ଅଛି । ଛତ୍ରପତି ଶିବାଜୀଙ୍କ ପୁତ୍ର ସମ୍ଭାଜୀଙ୍କ ସାହସ,ତ୍ୟାଗ ଓ ବଳିଦାନର କାହାଣୀ କହୁଛି ଛାବା । ଏହା ସହିତ ଔରଙ୍ଗଜେବର ହିନ୍ଦୁ ବିରୋଧୀ ମନୋଭାବ କେତେ ଭୟଙ୍କର ଥିଲା ଓ ନିଷ୍ଠୁରତାରେ ସେ କିପରି ସବୁ ସୀମା ଟପିଥିଲା, ସେକଥାକୁ ନେଇ ଦୌଡ଼ୁଛି ଫିଲ୍ମର ପଟ୍ଟକଥା । ସାମ୍ଭାଜୀଙ୍କ ପ୍ରତି ନିର୍ଯାତନାର ଦୃଶ୍ୟ ଦେଖି ସିନେମା ହଲରେ ଦର୍ଶକ କାନ୍ଦୁଥିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି … Continue reading ନିଷ୍ଠୁରତାରେ ଏହି ୪ ଜଣଙ୍କ ଆଗରେ ଛୁଆ ଔରଙ୍ଗଜେବ୍