ଏହି ଦେଶରେ ୧୮ତମ ଜନ୍ମଦିନ ପାଳନ କରିବାକୁ ଡରୁଛନ୍ତି ଯୁବକ!

Russia-Ukraine war: ଫେବୃଆରୀ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ପର୍ଯ୍ୟାୟରେ ପହଞ୍ଚିପାରିନାହିଁ। ପରିସଂଖ୍ୟାନ ଅନୁଯାୟୀ, ୟୁକ୍ରେନରେ ୬ନିୟୁତ ଲୋକ ଦେଶ ଛାଡ଼ି ଚାଲିଯାଇଛନ୍ତି। ଏହା ମୋଟ ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତ ଅଟେ। ଜନ୍ମଦିନ ବିଶେଷ ଦିନ ହୋଇଥାଏ। ଏମିତି ଗୋଟିଏ ଦିନ ଯେଉଁଦିନ ଜଣେ ବୟସ ବଢ଼ିବାର ଅନୁଭବରେ ଦୁଃଖି ହୁଏ, ଆଉ ତା’ସହିତ ପରିବାର ଓ ବନ୍ଧୁଙ୍କ ଗହଣରେ ଉତ୍ସବ ମନାଇ ଖୁସି ବି ହୁଏ। … Continue reading ଏହି ଦେଶରେ ୧୮ତମ ଜନ୍ମଦିନ ପାଳନ କରିବାକୁ ଡରୁଛନ୍ତି ଯୁବକ!