Russia threatens Israel, don’t worry about the killing of Khemnay ।। ଋଷର ଇସ୍ରାଏଲକୁ ଧମକ,ଖେମନେଇଙ୍କ ହତ୍ୟା କଥା ଭୁଲରେ ବି ଚିନ୍ତା କରନାହିଁ

ଇରାନ ଓ ଇସ୍ରାଏଲ ପରସ୍ପର ଉପରେ ମିସାଇଲ ବର୍ଷଣ କରୁଛନ୍ତି। ଏହି ମଧ୍ୟରେ ଇରାନର ସମର୍ଥନରେ ରୁଷ ମଇଦାନକୁ ଓହ୍ଲାଇଛି। ପ୍ରକୃତରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଲକ୍ଷ୍ୟ ଇରାନରେ ସତ୍ତା ପରିବର୍ତ୍ତନ କରିବା ନୁହେଁ, କିନ୍ତୁ ସେ ଏହା ମଧ୍ୟ କହିଥିଲେ ଯେ ଚାଲୁଥିବା ପରିସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇପାରେ। ରୁଷ ସତ୍ତା ପରିବର୍ତ୍ତନର କଥାକୁ ସମ୍ପୂର୍ଣ୍ଣ ଅସ୍ୱୀକାର୍ଯ୍ୟ ବୋଲି କହିଛି। ଇସ୍ରାଏଲର ସାର୍ବଜନୀନ ପ୍ରସାରଣ ସଂସ୍ଥା ‘କାନ’ ସହ ଆଲୋଚନାରେ ନେତନ୍ୟାହୁ … Continue reading Russia threatens Israel, don’t worry about the killing of Khemnay ।। ଋଷର ଇସ୍ରାଏଲକୁ ଧମକ,ଖେମନେଇଙ୍କ ହତ୍ୟା କଥା ଭୁଲରେ ବି ଚିନ୍ତା କରନାହିଁ