ଋଷ ମହିଳାଙ୍କୁ କାହିଁକି ୮୦ ହଜାର ଟଙ୍କା ଦେଉଛି, ପୁତିନଙ୍କ ଏହା କେଉଁଭଳି ରଣନୀତି?
Putin’s new scheme: ଝିଅମାନଙ୍କ ପାଇଁ ରୁଷିଆ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛି। ୨୫ ବର୍ଷରୁ କମ୍ ବୟସର ଛାତ୍ରୀମାନଙ୍କୁ ସୁସ୍ଥ ସନ୍ତାନ ଜନ୍ମ ଦେବା ବଦଳରେ ୧୦୦୦୦ ରୁବେଲ (ପାଖାପାଖି ୮୦,୦୦୦ ଟଙ୍କା) ପ୍ରଦାନ କରାଯାଇଛି। ଜାନୁଆରୀ ପହିଲାରୁ ଲାଗୁ ହୋଇଥିବା ଏହି ନୀତି ଅନୁଯାୟୀ, ୨୫ ବର୍ଷରୁ କମ୍ ବୟସର କୌଣସି ସ୍ଥାନୀୟ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ମା’ ପୂର୍ଣ୍ଣକାଳୀନ ଛାତ୍ରୀ ହେବା ଉଚିତ। ବିଶ୍ୱର ଅନେକ ଦେଶ ଦ୍ରୁତ ଗତିରେ ହ୍ରାସ … Continue reading ଋଷ ମହିଳାଙ୍କୁ କାହିଁକି ୮୦ ହଜାର ଟଙ୍କା ଦେଉଛି, ପୁତିନଙ୍କ ଏହା କେଉଁଭଳି ରଣନୀତି?
Copy and paste this URL into your WordPress site to embed
Copy and paste this code into your site to embed