ଅଲିଭ ରିଡ଼େଲଙ୍କ ଭୂ-ସ୍ୱର୍ଗ ପାଲଟିଛି ଋଷିକୂଲ୍ୟା ମୁହାଣ

Olive ridley: ଦିନରେ ବି ଗଣଅଣ୍ଡାଦାନ, ୪ ଦିନରେ ଛୁଇଁଲା ୪ ଲକ୍ଷ ବିଶ୍ୱର ସର୍ବବୃହତ୍ ଗଣ ଅଣ୍ଡାଦାନସ୍ଥଳୀର ମାନ୍ୟତା ପାଇଥିବା ଗଞ୍ଜାମ ଋଷିକୂଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମାଗମ ହୋଇଛି। ଗଣଅଣ୍ଡାଦାନ ପ୍ରକ୍ରିୟାରେ ପ୍ରତିଦିନ ଲକ୍ଷାଧିକ କଇଁଛଙ୍କ ସୁଅ ଏଠାକୁ ଛୁଟିବାରେ ଲାଗିଛି। ମାତ୍ର ଚାରି ଦିନରେ ଏଠାରେ ଅଣ୍ଡାଦାନ ୪ଲକ୍ଷ ଛୁଇଁଲାଣି। ଚଳିତବର୍ଷ ମାତ୍ର ୪ଦିନ ମଧ୍ୟରେ ଏତେ ସଂଖ୍ୟକ ଅଲିଭ୍‌ ରିଡ୍‌ଲେଙ୍କ ସମାବେଶ କଇଁଛ ଭୂ-ସ୍ୱର୍ଗର ଭ୍ରମ … Continue reading ଅଲିଭ ରିଡ଼େଲଙ୍କ ଭୂ-ସ୍ୱର୍ଗ ପାଲଟିଛି ଋଷିକୂଲ୍ୟା ମୁହାଣ