ଶାସକଦଳ ବିଧାୟକ କହିଲେଣି “ଆମେ ବି ନବୁ” || Ruling party MLAs say “We also want”

ଓଡ଼ିଶା ରାଜନୀତିର ପାଣିପାଗ ଏବେ ପୁରା ଗରମ ହେଇକି ଅଛି । ସାଧାରଣ ନିର୍ବାଚନ ପରେ ଏବେ ସମସ୍ତଙ୍କ ନଜର ରାଜ୍ୟର ୪ଟି ରାଜ୍ୟସଭା ଆସନ ଉପରେ। ପ୍ରଥମେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଯେଉଁ ସମୀକରଣ ଅତି ସରଳ ଲାଗୁଥିଲା , ତାହା ଏବେ ରୋଚକ ମୋଡ଼ ନେବାରେ ଲାଗିଛି। ବିଶେଷ କରି ଚତୁର୍ଥ ଆସନ ପାଇଁ ଯେଉଁଭଳି ଭାବେ ରଣନୀତି ପ୍ରସ୍ତୁତ ହେଉଛି, ତାହା ଗଣତାନ୍ତ୍ରିକ ମୂଲ୍ୟବୋଧ ଅପେକ୍ଷା ‘ସଂଖ୍ୟା ଓ ଅର୍ଥ’ର ଲଢ଼େଇ ପରି … Continue reading ଶାସକଦଳ ବିଧାୟକ କହିଲେଣି “ଆମେ ବି ନବୁ” || Ruling party MLAs say “We also want”