ନୂଆ ଜୀବନ ଦେଲା ରଗବି, ସବୁ ଚ୍ୟାଲେଞ୍ଜକୁ ପାରକରି ଚର୍ଚ୍ଚାରେ ଆଦିବାସୀ ଝିଅମାନେ | Rugby has given new life to tribal girls

କୁହାଯାଏ ଯଦି ତୁମର ଦୃଢ଼ ସଂକଳ୍ପ ଅଛି, ତେବେ ତୁମେ ଦୁନିଆକୁ ବଦଳାଇ ପାରିବ । ଆଜି ଠିକ ସେହିପରି ପ୍ରେରଣା ସାଜି ଆମ ସାମ୍ନାରେ ଠିଆ ହୋଇଛନ୍ତି ରାଜ୍ୟର ଏହି ଆଦିବାସୀ ସମ୍ପ୍ରଦାୟର ଝିଅ ମାନେ | ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ନିକଟରେ ଅବସ୍ଥିତ ଭଲଗାଡ଼ିଆ ଗାଁ | ଏହି ଆଦିବାସୀ ଝିଅମାନଙ୍କର ରଗବି ଖେଳିବା ପ୍ରତି ଆଗ୍ରହ ଯୋଗୁଁ ବର୍ତ୍ତମାନ ଏମାନେ ସାରା ବିଶ୍ୱରେ ଚର୍ଚ୍ଚିତ । ବାଲ୍ୟବିବାହ ଏବଂ … Continue reading ନୂଆ ଜୀବନ ଦେଲା ରଗବି, ସବୁ ଚ୍ୟାଲେଞ୍ଜକୁ ପାରକରି ଚର୍ଚ୍ଚାରେ ଆଦିବାସୀ ଝିଅମାନେ | Rugby has given new life to tribal girls