ରୁଦ୍ରମ-୩ : ଚୀନ୍-ପାକିସ୍ତାନ ପାଇଁ ଭାରତର ନୂଆ କାଳ! ୬୫୦ କିମି ଦୂରରୁ ଧ୍ୱଂସ କରିବ ଶତ୍ରୁ ଘାଟି || Rudram-3: India’s new era for China-Pakistan! Will destroy enemy aircraft from a distance of 650 km

ରୁଦ୍ରମ-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଭାରତର ଦୀର୍ଘପାଳ୍ଲା ବାୟୁ ଆକ୍ରମଣ କ୍ଷମତାକୁ ମିଳିବ ନୂଆ ଶକ୍ତି ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଯୋଗ ହୋଇଛି। ରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ଉନ୍ନତ ବାୟୁ-ଲଞ୍ଚଡ୍ କ୍ଷେପଣାସ୍ତ୍ର ରୁଦ୍ରମ-୩ର ସଫଳ ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR)ରେ କରାଯାଇଛି। ଏହି ପରୀକ୍ଷଣ ଭାରତୀୟ ବାୟୁସେନାର ଭବିଷ୍ୟତ ଆକ୍ରମଣାତ୍ମକ କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ବିଶେଷଜ୍ଞମାନେ … Continue reading ରୁଦ୍ରମ-୩ : ଚୀନ୍-ପାକିସ୍ତାନ ପାଇଁ ଭାରତର ନୂଆ କାଳ! ୬୫୦ କିମି ଦୂରରୁ ଧ୍ୱଂସ କରିବ ଶତ୍ରୁ ଘାଟି || Rudram-3: India’s new era for China-Pakistan! Will destroy enemy aircraft from a distance of 650 km