‘ଆରଟିଆଇ’ ତଥ୍ୟ ବର୍ତ୍ତମାନ ସାଜିଛି ବ୍ୟବସାୟିକ ; ସୁପ୍ରିମକୋର୍ଟ ଆଗୁଆ ଜାମିନକୁ ମନା କରି ଦେଲେ ବଡ଼ ଝଟକା… || ‘RTI’ data has now become commercial; Supreme Court rejects anticipatory bail, big setback…

ଦେଶରେ ଆରଟିଆଇ କାର୍ଯ୍ୟକଳାପ ସମ୍ପର୍କରେ କଡ଼ା ମତାମତ ଦେଇ ସୁପ୍ରିମକୋର୍ଟ ସୋମବାର ଜଣେ କର୍ମୀ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସେମାନଙ୍କ ଉପରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ବାଧା ଦେବାର ଅଭିଯୋଗ ରହିଛି । ‘ଆରଟିଆଇ କାର୍ଯ୍ୟକଳାପ ଏବେ ଏକ ନୂତନ ବ୍ୟବସାୟ ପାଲଟିଛି’ ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଖଣ୍ଡପୀଠ ଆରଟିଆଇ କର୍ମୀ ରାକେଶ କୁମାର … Continue reading ‘ଆରଟିଆଇ’ ତଥ୍ୟ ବର୍ତ୍ତମାନ ସାଜିଛି ବ୍ୟବସାୟିକ ; ସୁପ୍ରିମକୋର୍ଟ ଆଗୁଆ ଜାମିନକୁ ମନା କରି ଦେଲେ ବଡ଼ ଝଟକା… || ‘RTI’ data has now become commercial; Supreme Court rejects anticipatory bail, big setback…